ଭୁବନେଶ୍ୱର,୮/୬(ଏସଏସ ନିଉଜ) ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।ସରକାରୀ ଅନୁଦାନରେ ଘର ଖଣ୍ଡେ ପାଇବା ପାଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିବାର ଜଣାପଡିଛି ।ମହିଳା ଜଣଙ୍କ ତଣ୍ଟିକାଟି ଆତ୍ମହତ୍ୟା ଉଦ୍ୟମ କଲା ବେଳେ ପୋଲିସ
କାବୁ କରିଛି ।ଦୀର୍ଘ ୫ ବର୍ଷ ହେଲା ଜିଲ୍ଲାପାଳଙ୍କୁ ଗୁହାରୀ କରୁଥିଲେ ମଧ୍ୟ କେହି ଶୁଣୁନଥିବାର ମହିଳା ଜଣଙ୍କ କହିଛନ୍ତି ।
Prev Post
Next Post
