ମତେ ଯେତେ ମାଠିବୁ ମାଠ…

0 535

ଖବର ଆଜି ସକାର,ତାରିଖ ୨୧/୦୯/୨୦ ସୋମବାର ।
୧-ଆଇପିଏଲ-୧୩: ସୁପର ଓଭରରେ କିଙ୍ଗସ୍ ଇଲେଭେନ ପଞ୍ଜାବକୁ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ।
୨–ଆଦିବାସୀ ଝିଅ ନମିତାଙ୍କ ସ୍ୱପ୍ନ ସତ କଲେ ବର୍ଷା – ପ୍ରେମ ଆନନ୍ଦଙ୍କ ନିର୍ଦ୍ଦେଶନାରେ ରେକର୍ଡିଂ ହେଲା ପ୍ରଥମ ଗୀତ।
୩-ବଙ୍ଗୋପସାଗରରେ ଘନୀଭୂତ ହେଉଛି ଲଘୁଚାପ; ୨୩ ପର‌୍ୟ୍ୟନ୍ତ ରାଜ୍ୟରେ ଅତିପ୍ରବଳ ବର୍ଷା; ଜାରି ହେଲା ରେଡ୍ ଓ୍ଵାର୍ଣ୍ଣିଂ।
୪-ମତେ ଯେତେ ମାଠିବୁ ମାଠ… ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ବେପରୁଆ ନୀତି, ଷ୍ଟ୍ରେଚରରେ ରୋଗୀଙ୍କୁ ବୋହି ବଜାର ବୁଲିଲେ ରୋଗୀଙ୍କ ସମ୍ପର୍କୀୟ।
୫-ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ତଥା ଶୁଦ୍ଧ ସୁଆର ନିଯୋଗ ସଂପାଦକ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ଗତକାଲି ପରଲୋକ ଘଟିଛି
୬-ଭାରତୀୟ କୂଟନୀତିଜ୍ଞଙ୍କୁ ଭିସା ଦେବାକୁ ମନା କଲା ପାକିସ୍ତାନ।
୭-କୋଭିଡ୍‌-୧୯ ହସ୍ପିଟାଲ୍ ଇନ୍‌ସ୍ପେକ୍‌ସନ୍ ଲାଗି କମିଟି ଗଠନ କଲେ କେନ୍ଦ୍ର ସରକାର।
୮-ରାଜ୍ୟସଭାରେ ପାସ ହେଲା କୃଷି ବିଲ : ଦୁଇଟି ବିଲ ଧ୍ୱନିମତରେ ପାସ୍ ହୋଇଛି ; ଗୃହରେ ହଙ୍ଗାମା କଲେ ବିରୋଧୀ ସାଂସଦ।
୯-ଜିଏସ୍‌ଟି କ୍ଷତିପୂରଣ: ଋଣ ପ୍ରସ୍ତାବରେ ୨୧ ରାଜ୍ୟ ରାଜି, ୯୭ ହଜାର କୋଟି ପ୍ରସ୍ତାବକୁ ଗ୍ରହଣ କଲେ।
୧୦-ବରଗଡ଼ ସହର ଉପକଣ୍ଠସ୍ଥ କଟାପାଲି ଗ୍ରାମର ଅନିଲ ମେହେର। ଶନିବାରଠାରୁ ଆରମ୍ଭ ହୋଇଥିବା ଆଇପିଏଲ୍‌ରେ ସେ ଗ୍ରାଫିକ୍ସ ଅପରେଟର୍ ଭାବେ ପଦାର୍ପଣ କରିଛନ୍ତି।
୧୧-ବିଦେଶୀ ଚାନ୍ଦା ସଂଗ୍ରହ ଆଇନରେ ହେବ ସଂଶୋଧନ, NGO ପଞ୍ଜିକରଣ ଲାଗି ଆଧାର ହେବ ଜରୁରି।
୧୨-ବହି ବଜାରକୁ କରୋନା ପାହାର, ବିକ୍ରି ୭୫% କମିଛି।
୧୩-ଭାରତ ଅକ୍ତିଆରରେ ଏବେ ଦକ୍ଷିଣ ପେଙ୍ଗୋଙ୍ଗର ୬ରୁ ଅଧିକ ପାହାଡ଼,ଚୀନ୍‌ର ବ୍ଲାକ୍ ଟପ ଓ ହେଲମେଟ୍ ଟପ୍।

Leave A Reply

Your email address will not be published.