ମା ସିଂହେଶ୍ୱରୀ ମନ୍ଦିର ପରିସରରେ ମହାସପ୍ତମୀପୂଜା

0 190

 

ମେଣ୍ଢାଶାଲ,୧୨/୧୦(ଏସ ଏସ ନିୟୁଜ)ମେଣ୍ଢାଶାଲ ଗ୍ରାମର ଶାନ୍ତି କୌଶଲ୍ୟା କଲ୍ୟାଣମଣ୍ଡପ ପରିସରରେ ମା ସିଂହେଶ୍ୱରୀ ମନ୍ଦିର ପରିସରରେ ମହାସପ୍ତମୀପୂଜା ମହାସମାରୋହର ସହ ଅନୁଷ୍ଠିତ ହୋଇଯାଇଛି।କୋଭିଡ କଟକଣାରେ ଅନୁଷ୍ଠିତ ପବିତ୍ର ଦୁର୍ଗାମହସ୍ତବ ଉପଲକ୍ଷେ ୬ ଜଣ ମହିଳା ଏହି ପୂଜାର୍ଜନାରେ ବର୍ତୀ ହୋଇଥିଲେ।କୌଶଲ୍ୟା ବଳିଆରସିଂଙ୍କ ପୌରହିତ୍ୟରେ ଅନୁଷ୍ଠିତ ଦଶମ ବାର୍ଷିକ ପୂଜା ଉସ୍ତବରେ ନିଳେନ୍ଦ୍ରୀ ବଳିଆରସିଂ,ରୀନା ସ୍ୱାଇଁ, ସୁକାନ୍ତି ଜେନା,ସ୍ନେହଲତା ସୁବୁଦ୍ଧି ପ୍ରମୁଖ ସହଯୋଗ କରିଥିବାବେଳେ ସୁରେନ୍ଦ୍ରନାଥ ବାହିନୀପତି ପୂଜା କାର୍ଯ୍ୟ ସମ୍ପର୍ଣ୍ଣ କରିଥିଲେ।(ମେଣ୍ଢାଶାଳରୁ ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)

Leave A Reply

Your email address will not be published.