ନନ୍ଦନବିହାରରେ ଅଘଟଣ

0 92

ଚନ୍ଦ୍ରଶେଖରପୁର, ୧୦ା୮(ଏସଏସନିଉଜ) ଆଜି ସକାଳ ସମୟରେ ନନ୍ଦନବିହାରର ସ୍କାୟେଟେକ୍ ଇନ୍‌ଫୋସିଟି ଭିଲାର ୩ ମହଲା ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟିଛି ।ତେବେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବାର ଅନୁମାନ କରାଯାଉଛି ।ଏଥିରେ ଘରର ସମସ୍ତ ଆସବାବପତ୍ର ନଷ୍ଟ ହୋଇଯାଇଛି ।ଖବରପାଇ ଚନ୍ଦ୍ରଶେଖରପୁରର ୩ଟି ଦମକଳ ଗାଡ଼ି ପହଁଚି ନିଆଁକୁ ଆୟତ କରିବାସହ ୩ଜଣଙ୍କୁ ଅଗ୍ନିଶମ ବାହିନୀର କର୍ମଚାରୀମାନେ ରେସ୍କ୍ୟୁ କରିଥିଲୋଏଥିରେ ଦୁଇ ଅଗ୍ନିଶମ ବାହିନୀର କର୍ମଚାରୀ ଆହତ ହୋଇଥିବାର ଜଣାପଡିଛି ।

 

Leave A Reply

Your email address will not be published.