ଭୁବନେଶ୍ୱର,୯ା୮(ଏସଏସନିଉଜ)୨୦୨୪ ଲୋକସଭା ନିର୍ବାଚନର ଅନିୟମିତତା ଅଭିଯୋଗ ଆଣିଲା ବିଜେଡ଼ିା ବିଜେଡ଼ି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରତାଙ୍କ ପ୍ରତିକ୍ରିୟାରେ ଋଠଗ ଓ ଋଉଓଙ୍କ ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।ପଡ଼ିଥିବା ଭୋଟ ଓ ଗଣତି ହେବା ଭୋଟରେ ବ୍ୟବଧାନ କଥା କହିଛନ୍ତି ।୫ କୋଟିର ବ୍ୟବଧାନ ରହିଛି ବୋଲି କହିଛନ୍ତି ଲେଖାଶ୍ରୀା୫୪୧ ଆସନରୁ ୫୩୮ ଆସନରେ ଭୋଟ ବ୍ୟତିକ୍ରମ ଦେଖାଦେଇଛି ।୭୯ଟି ସଂସଦୀୟ କ୍ଷେତ୍ରରେ ଫଳାଫଳ ଭିନ୍ନ ହୋଇଥାଆନ୍ତାାଓଡ଼ିଶାର ୧୮ଟି ଆସନରେ ଫଳାଫଳ ଅଲଗା ହୋଇଥାଆନ୍ତାାଫଳରେ ବିଜେପି କେନ୍ଦ୍ରରେ ସରକାର କରିପାରିନଥାଆନ୍ତା ବୋଲି କହିଛନ୍ତି ।
