ନଭେମ୍ବର ୨୭ରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ

0 582

ପୁରୀ,୨୯/୭ (ଏସଏସନିୟୁଜ) ଦୀର୍ଘ୨୫ ବର୍ଷ ପରେ ପୁଣ୍ୟ କାର୍ତ୍ତିକ ମାସର ଦ୍ୱାଦଶ ଦିନରେ ମହାପ୍ରଭଙ୍କର ନାଗାର୍ଜୁନ ବେଶ ହେବାକୁ ଯାଉଛି। ଆସନ୍ତା ନଭେମ୍ବର ୨୭ରେ ଏହି ଦୁର୍ଲଭ ବେଶ ଦେଖିବାକୁ ମିଳିବ। ଚଳିତବର୍ଷ ପଞ୍ଚକ ୫ ଦିନ ପରିବର୍ତ୍ତେ ୬ ଦିନ ପାଳନ କରାଯିବ। ପ୍ରଭୁ ଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରା ନାଗାର୍ଜୁନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ।୧୯୯୪ ମସିହାରେ ଶେଷଥର ପାଇଁ ଏହି ବେଶ ଅନୁଷ୍ଠିତ ହୋଇଥିଲା। ମହାମାରୀକରୋନା କଟକଣା ଯୋଗୁ ଏଥର ଭକ୍ତମାନେ ଏହି ଦୁର୍ଲଭ ନାଗାର୍ଜୁନ ବେଶ ଦେଖିବା ସମ୍ଭବ ହେବ ନାହିଁ ବୋଲି ମନେ ହେଉଛି ।

Leave A Reply

Your email address will not be published.