ନୂଆମନ୍ତ୍ରୀ ହେବେ ବିକ୍ରମ,ସୁଦାମ ଓ ସାରଦା

0 138

ଭୁବନେଶ୍ୱର,୨୦ା୫(ଏସଏସନିଉଜ) ସୋମବାର ସକାଳ ୯ଟା ୫୦ରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ତିନି ଜଣ ନୂଆ ମନ୍ତ୍ରୀ ଶପଥ ନେବେ।ସେମାନେ ହେଲେ ବିକ୍ରମ ଆରୁଖ, ସୁଦାମ ମାରାଣ୍ଡି ଏବଂ ସାରଦା ନାୟକ ।ଏହିତିନିଜଣ କ୍ୟାବିନେଟ ମନ୍ତ୍ରୀଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି ।ଏମାନଙ୍କୁ ସ୍ବାସ୍ଥ୍ୟ, ଶିକ୍ଷା ଓ ଶ୍ରମ ବିଭାଗର ଦାୟିତ୍ୱ ମିଳିପାରେ । ବିଶ୍ବସ୍ତ ସୂତ୍ରରୁ ସୂଚନା ଆଧାରରେ ଏହି ତିନିବିଧାୟକଙ୍କ ପାଖକୁ ଆଜି ସନ୍ଧ୍ୟାରେ ଫୋନ୍ କଲ ଯାଇଥିବାର ଜଣାପଡିଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଦିନକ ପୂର୍ବରୁ ଅର୍ଥାତ୍ ରବିବାର ରାତି ୮ଟାରେ ହରିଆନାରୁ ଫେରିଛନ୍ତି।

Leave A Reply

Your email address will not be published.