0 133 Share ଭବାନୀପାଟଣା,୪/୧୨(ଏସ ଏସ ନିଉଜ) ଏନ୍ଏଚ୍-୧୬ରେ ଓଲଟିଲା ଗ୍ୟାସ୍ ଟ୍ୟାଙ୍କର।ଯାହାଫଳରେ ଯାତାୟତ ପ୍ରଭାବିତ ହୋଇଛି।କର୍ଲାପଡା ରାସ୍ତାର ପାଷ୍ଟିପଡା ନିକଟରେ ଭାରସାମ୍ୟ ହରାଇ ଟ୍ୟାଙ୍କରଟି ଓଲଟି ପଡ଼ିଛି। 0 133 Share