ଲଜ୍‌ରେ ଯୁବତୀଙ୍କ ଆତ୍ମହତ୍ୟା

0 140

ପୁରୀ,୧୧/୯(ଏସ ଏସ ନିଉଜ) ଲଜ୍‌ରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।କୁମ୍ଭାରପଡ଼ା ଥାନା ବଡ଼ଛକ ସ୍ଥିତ ଲଜ୍‌ରୁ ମୃତଦେହ ଉଦ୍ଧାର ହିଇଛି ମୃତଦେହ ନିକଟରୁ ସୁଇସାଇଡ୍ ନୋଟ୍ ଜବତ ସୂଚନା ମିଳିଛି।ମୃତକ ୨୨ ବର୍ଷୀୟ ଯୁବତୀ ଓ ସେ ଭୁବନେଶ୍ୱରରୁ ପୁରୀ ଆସିଥିଲେ।

Leave A Reply

Your email address will not be published.