ପଂଚାୟତ ନିର୍ବାଚନ ପାଇଁ ବିଜେଡିର ଜୋରଦାର ପ୍ରସ୍ତୁତି

0 229

ଭୁବନେଶ୍ବର,୧୫/୧(ଏସଏସନିୟୁଜ)ଶାସକ ବିଜେଡି ଏବେଠୁ ପଂଚାୟତ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି। କଳହାଣ୍ଡି ଭଳି ସବୁ ଜିଲ୍ଲାରେ ମେଗା ଇଭେଣ୍ଟ ଆୟୋଜନ କରି ସିଙ୍ଗଲୱିଣ୍ଡୋ ବ୍ୟବସ୍ଥାରେ ଜିଲ୍ଲାର ସମସ୍ତ ପ୍ରକଳ୍ପକୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପଣ ଓ ଶିଳାନ୍ୟାସ କରାଇବା ନିମନ୍ତେ ରଣନୀତି ପ୍ରସ୍ତୁତ ହୋଇଛି। ଜିଲ୍ଲାସ୍ତରରେ ଏଭଳି ବିଶାଳ କାର୍ଯ୍ୟକ୍ରମ ମାଧ୍ୟମରେ ବିଜେଡି ଗାଁ ଗହଳିରେ କେବଳ ‘ବ୍ରାଣ୍ଡ ନବୀନ’କୁ ମାର୍କେଟିଂ କରିବାକୁ ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି।

Leave A Reply

Your email address will not be published.