ପିକଅପ୍ ଧକ୍କାରେ ଚାଲିଗଲା ଯୁବକର ଜୀବନ

0 131

ଝାରସୁଗୁଡ଼ା,୨୮ା୬(ଏସଏସନିଉଜ)ଆଜି ସକାଳେ ଲଖନପୁରଥାନା ଅନ୍ତର୍ଗତ କୁଡ଼ାଲୋଇ ଛକରେ ୪୯ ନମ୍ବର ଜାତୀୟ ରାଜପଥରେ ବେଆଇନ ଗୋ ଚାଲାଣ କରୁଥିବା ଏକ ପିକଅପ୍ ଧକ୍କାରେ ଜଣେ ଯୁବକର ମୃତ୍ୟୁଘଟିଛି ।ମୃତକ ହେଉଛନ୍ତି କୁଡ଼ାଲୋଇ ନିବାସୀ ପଦ୍ମଲୋଚନ ଗରଡ଼ିଆ(୩୪)ାଘଟଣାପରେ ଉତେଜନା ଦେଖାଦେଇଛି ମୃତକଙ୍କ ପରିବାର ଓ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି।

Leave A Reply

Your email address will not be published.