ପୋଖରୀରେ ଫସିଲେ ଦନ୍ତା

0 292

ସମ୍ବଲପୁର,୧୭/୬(ଏସ ଏସ ନିଉଜ) ବଡ଼ସାହି ଫରେଷ୍ଟ ରେଞ୍ଜ ସାପଲହରା ଗାଁରେ ଅଭାବନୀୟ ଘଟଣା ଘଟିଛି ।
ପାଣି ପିଇବାକୁ ଯାଇ ପୋଖରୀରେ ଫସିଯାଇଛି ଦନ୍ତା ହାତୀ ।ତାର ସ୍ବାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଥିବା ଜଣାପଡିଛି ।ତୁରନ୍ତ ହାତୀକୁ ଉଦ୍ଧାର କରିବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ।
ଅନ୍ୟପଟେ ବନବିଭାଗ ଡାକ୍ତରୀ ଟିମ ପଠାଇ ତୁରନ୍ତ ହାତୀଟିର ଚିକିତ୍ସା କରିବାକୁ ଉଦ୍ୟମ ଆରମ୍ଭ କରିଛି ।

Leave A Reply

Your email address will not be published.