ପୋଲିସ ହାତରେ ଧରାପଡିଲା ଡକାୟତିଗ୍ୟାଙ୍ଗ

0 96

ସାକ୍ଷୀଗୋପାଳ,୬ା୬(ଏସଏସନିଉଜ)ଏକ ଅଘଟଣ ଘଟିବାପୁର୍ବରୁ ସତ୍ୟବାଦୀ ପୋଲିସ ଏକ ଡକାୟତିଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି ।ତେବେ ଏହାର ମାଷ୍ଟରମାଇଣ୍ଡ ଫେରାର ହୋଇଯାଇଥିବାବେଳେ ୪ଜଣଙ୍କୁ ଧରିଛି ପୋଲିସ ।ସେମାନେ ହେଲେ ବାରଘରିଆସାହିର ଲକ୍ଷ୍ମିଧର ପ୍ରଧାନ, ଆଠବାଟିଆ ଗ୍ରାମର ଦିବାକରସ୍ୱାଇଁ, ଦିଲିପକୁମାରସାହୁ, ମହାମାୟା ସାହିର ପ୍ରଦୀପରାଉତ ବୋଲିି ଜଣାପଡିଛି ।ସେମାନଙ୍କଠରୁ ବିଅରବୋତଲ,ଛୁରୀ,କଟୁରୀ,ଲୁହାରଡ ଓ ଖେଳଣା ବନ୍ଧୁକକୁ ପୋଲିସ ଜବତ କରିଛି ।ତେବେ ଏହି୪ଜଣଙ୍କ ନାମରେ ସତ୍ୟବାଦୀ ଥାନାରେ ପୁର୍ବରୁ ବହୁ କେଶ ଥିବାର ଜଣାପଡିଛି ।ବକୁଳବନ ନିକଟରେ ୫ଜଣ ଯୁବକ ମିଳିତଭାବେ ଡକାୟତିକରିବା ପାଇଁ ଯୋଜନା କରୁଥିବାବେଳେ ଖବରପାଇ ପୋଲିସ ଚଢଉ କରିଥିଲା

Leave A Reply

Your email address will not be published.