କେସିଙ୍ଗା,୩୧।୪(ଏସଏସନିଉଜ)କେସିଙ୍ଗା ପୋଲିସ ବିରୋଧରେ ଖାରବେଳ ନଗର ଥାନାରେ ଅଭିଯୋଗ କଲେ ନର୍ଲ୍ଲା ବିଧାୟିକା ମନୋରମା ମହାନ୍ତି।କେସିଙ୍ଗା ଏସଡିପିଓ ଓ ଅନ୍ୟ ଦୁଇ ପୋଲିସ ଅଫିସରଙ୍କ ନାଁରେ ଅଭିଯୋଗ ହୋଇଛି।ବିନା ଅନୁମତିରେ ପୋଲିସ ଘରେ ପ୍ରବେଶ କରିଥିବା ନେଇ ଅଭିଯୋଗରେ ଦର୍ଶାଇଲେ।ଘରେ ନ ଥିବା ବେଳେ କବାଟ ଝରକା ଭାଙ୍ଗି ପଶିଥିବା ଅଭିଯୋଗ ହୋଇଛି।
ବିଧାନସଭା ଚାଲିଥିବା ବେଳେ ବାଚସ୍ପତିଙ୍କ ଅନୁମତି ନ ନେଇ କିମିତି ପଶିଲା ବୋଲି ପଚରାଯାଇଛି।
ଝିଅ ଓ ମହିଳା ସହକର୍ମୀଙ୍କ ପ୍ରତି ଦୁର୍ବ୍ୟବହାର କରିଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି।
Prev Post
Next Post
