ପ୍ରଧାନଶିକ୍ଷୟତ୍ରୀଙ୍କୁ ସମ୍ଭର୍ଦ୍ଧନା ଦେଲେ ପୁରାତନଛାତ୍ର

0 273

ମେଣ୍ଢାଶାଳ,୪/୪(ଏସଏସନିଉଜ)ଭୂବନେଶ୍ୱରବ୍ଲକ ଅଧିନସ୍ଥ ସରକାରୀ ବିଦ୍ୟାଳୟ ଅନ୍ଧାରୁଆଜଗନ୍ନାଥପ୍ରସାଦର ବରିଷ୍ଠ ପ୍ରଧା ଶିକ୍ଷୟତ୍ରୀ ସଂଯୁକ୍ତାମିଶ୍ରଙ୍କର ଅବସରକାଳିନ ସମ୍ଭର୍ଦ୍ଧନା ସଭା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେଇଯାଇଛି ।୧୯୯୧ରୁ ମିଶ୍ର ଦୀର୍ଘ୩୧ବର୍ଷଧରି ଶିକ୍ଷକତା କରିବା ସହ ସମୟାନୁବତ୍ରିତା,କର୍ତବ୍ୟନିଷ୍ଠା,ଛାତ୍ରବସ୍‌ସଳ ତଥା ଅଭିଜ୍ଞ ଶିକ୍ଷୟତ୍ରୀଭାବେ ବେଶ ପରିଚିତ ଥିଲେ ।ତାଙ୍କର ଶିକ୍ଷାଦାନ ପ୍ରଣାଳୀ ଅତି ଉଚଚ କୋଟିର ରହିଥିଲା ।ଏହି ସଭା ରେ ବ୍ଲକ ଏବିଇଓ ରବିନ୍ଦ୍ରସାହୁ,ଅନ୍ଧାରୁଆ ସରପଂଚ ସୁର୍ଣଲତାବଳିଆରସିଂ,ପୁର୍ବତନସରପଂଚ ଦିଲିପତରାଇ,ପୁର୍ବତନସିଆରସିସି ଉମାକାନ୍ତ ବଡଜେନା.ଆଲୁମିନା ସଦସ୍ୟ କବିରାଜସାହୁ,ଏସମସିଚେୟାରମ୍ୟାନ ରବିନ୍ଦ୍ରସାହୁ,ସମାଜସେବୀଜ୍ଞାନରଞନପ୍ରଧାନ ଙ୍କ ସମେତ ଅନ୍ଧାରୁଆ କ୍ଲଷ୍‌ଟରର ସମସ୍ର ଶିକ୍ଷକଶିକ୍ଷୟତ୍ରୀ,ଗ୍ରାମର ମୁରବୀମାନେ ଯୋଗଦେଇଥିଲାସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ ପ୍ରମୋଦଦାସଙ୍କ ସଭାପତତ୍ୱରେ ଅନୁଷ୍ଠିତ ସଭାରେ ଚନ୍ଦ୍ରମଣି ଆଚାର୍ଯ୍ୟ ମଂଚ ପରିଚାଳନା କରିଥିଲେ ।ପୁର୍ବତନ ସିଆରସିସି ଉମାକାନ୍ତ ବଡଜେନା ଧନ୍ୟବାଦ ଦେଇଥିଲେ ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

 

Leave A Reply

Your email address will not be published.