ପୁଣି ୪ପଜିଟିଭ ଚିହ୍ନଟ

0 541

ଭୁବନେଶ୍ୱର,୨୩/୪(ଏସଏସନିୟୁଜ) ପୁଣି ଆଜି ୪କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ୪ଜଣ ଯାଜପୁର ଜିଲ୍ଲାର ବୋଲି ଜଣାପଡିଛି ।ଏହି ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଯୁବକ ଓ ୩ଜଣ ମହିଳା ରହିଛନ୍ତି ।ଏହି ବିଷୟ ରାଜ୍ୟ ସ୍ୱାସ୍ଥ୍ୟ େଓବସାଇଟରେ ଦର୍ଶାଯାଇଛି । ଯାହଫଳରେ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇ ୮୭ରେ ପହଁଚିଛି ।ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା ପୁର୍ବ ସର୍ମ୍ପକିୟଙ୍କ ସଂସ୍ପର୍ଶରେ ଆସିଥିବାର ଜଣାପଡିଛି ।

Leave A Reply

Your email address will not be published.