ପୁଣି ୪ଟି ଗେଟ୍ ଖୋଲିଲା

0 122

ଭୁବନେଶ୍ୱର,୧୩/୮(ଏସଏସନିଉଜ) ହୀରାକୁଦ ଡ୍ୟାମ୍‌ରେ ପୁଣି ୪ଟି ଗେଟ୍ ଖୋଲିଲା ।ଯହାଫଳରେ ଏବେ ୩୪ଟି ଗେଟ୍ ଦେଇ ଡ୍ୟାମ୍‌ରୁ ଜଳ ନିଷ୍କାସନ ହେଉଛି । ହୀରାକୁଦର ୩୪ଗେଟ୍ ଖୋଲିବା ପରେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କ ପ୍ରତିକ୍ରିୟା ଦେଇଛନ୍ତି ।ସେକହିଛନ୍ତି ମହାନଦୀରେ ଅଧିକ ଜଳ ପ୍ରବାହ ଯୋଗୁଁ ତଳିଆ ଅଞ୍ଚଳରେ ପାଣି ପଶିଛି । ବସ୍ତିରେ ଜଳପ୍ରବେଶ ଆଶଙ୍କାରେ ସମ୍ବଲପୁରରେ ୧୦୦୫ଜଣଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯିବା ସହ ୭ଟି ଆଶ୍ରୟସ୍ଥଳ ପ୍ରସ୍ତୁତ ରହିଛି ।ଏହାସହ ଜିଲ୍ଲା ପ୍ରଶାସନ ସଜାଗ ରହିଥିବାର ସେ ପ୍ରକାସ କରିଛନ୍ତି ।

Leave A Reply

Your email address will not be published.