ପୁଣି ବଢିଲା ୧୪,ସଂଖ୍ୟା ହେଲା ୨୮୪

0 299

ଭୁବନେଶ୍ୱର ,୯/୫(ଏସଏସନିୟୁଜ)ଆଜି ସକାଳୁ ପୁଣି ୧୪ କରୋନଆକ୍ରାନ୍ତ ବଢିଛନ୍ତି ।ସେଥିମଧ୍ୟରେ ଗଞାମରୁ ୧୨ଜଣ ,ଭଦ୍ରକରୁ ଜଣେ ଓ ସୁନ୍ଦରଗଡରୁ ଜଣେ ବୋଲି ଜଣାପଡିଡଛି ।ଗଞାମରେ ଆକ୍ରାନ୍ତ ସଂଖ୍ୟା ୮୩,ଭଦ୍ରକରେ ୨୫,ସୁନ୍ଦରଗଡରେ ୧୩ଜଣ ଆକ୍ରାନ୍ତ ହୋଇଛନ୍ତି ।ଏମାନେ ସମସ୍ତେ କୋଲକତା ଓ ସୁରତ ଫେରନ୍ତା ବୋଲି ଜଣପଡଛି । ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇ ୨୮୪ରେ ପହଁଚିଛି ବୋଲି ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି ।

Leave A Reply

Your email address will not be published.