ପୁଣି ନକ୍ସଲ ହିଂସା

0 149

ମାଲକାନଗିରି, ୯/୮(ଏସଏସନିଉଜ) ସୁକମା ଜିଲ୍ଲାରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି । କିଷ୍ଟରାମ ଥାନା ଅଂଚଳର କାସାରାମ ଗ୍ରାମରେ ନିର୍ମାଣ ହୋଇଥିବା ବ୍ରିଜର ମରାମତିକାମରେ ବ୍ୟବହାର ହୋଇଥିବା ଟ୍ରକକୁ ନକ୍ସଲ ନିଆଁ ଲଗାଇ ପୋଡି ଦେଇଛନ୍ତି ନକ୍ସଲ । ଜିଲ୍ଲା ପ୍ରଶାସନ ନିର୍ଦେଶ ମୁତାବକ ଠିକାଦାର ଏହି ମରାମତି କାମ ଆରମ୍ଭ କରିଥିବାବେଳେ ସୁରକ୍ଷାକର୍ମୀଙ୍କ ଜଣାଇନଥିଲେ । କାମରେ ନିୟୋଜିତ ପାଇଁ ଆସିଥିବା ଟ୍ରକକୁ ନକ୍ସଲ ନିଆଁ ଲଗାଇ ପୋଡିବାସହ ବ୍ରିଜ କାମକୁ ତୁରନ୍ତ ବନ୍ଦ କରିବାକୁ ନକ୍ସଲ ଚେତାବନୀ ଦେଇ ସେଠାରୁ ଫେରାର ହୋଇଯାଇଥିଲେ।

Leave A Reply

Your email address will not be published.