ଋାଧାପାଦଦର୍ଶନ ମନା

0 278

ସାକ୍ଷୀଗୋପାଳ,୨୦/୧୧(ଏସଏସନିୟୁଜ) ପୁଣି କରୋନାପାଇଁ ଫିକା ପଡିଗଲା ରାଧାପାଦଦର୍ଶନ ।ଅଂଳା ନବମୀରେ ସାକ୍ଷୀଗୋପାଳ ମନ୍ଦିରରେ ଚଳିତବର୍ଷ ଭକ୍ତମନଙ୍କୁ ରାଧାପାଦଦର୍ଶନ କରିବାକୁ ବାରଣ କରିଛି ପ୍ରସାସନ ।କୋଢିଡ କଟକଣାରେ ରିତିନିତୀ ହେବାସହ ଶ୍ରଦ୍ଧାଳୁମାନଙ୍କ ପାଇଁ ମନ୍ଦିର ମନା ହୋଇଛି ।ସୋମବାର ଅଁଳାନବମୀ ପଡୁଥିବାରୁ ବିନାଭକ୍ତରେ ଏହାକୁ ପାଳନ କରାଯିବ ।ଭକ୍ତମାନଙ୍କ ସମାଗମ ହେବାର ଆଶଙ୍କା କରାଯାଇ ମନ୍ଦିର ଚାରିପଟଳୁ ୧୪୪ଧାରା ଜାରି କରାଯିବ ବୋଲି ଶୁକ୍ରବାର ଦିନ ହୋଇଥିାବ ବୈଠକରେ ଜିଲ୍ଲାପ୍ରଶାସନ ଏହି ନିଷ୍ପତି ନେଇଛିି ।

Leave A Reply

Your email address will not be published.