ରାଜୁ ମିଶ୍ରଙ୍କ ପରଲୋକ

0 598

ଭୁବନେଶ୍ୱର,୨/୧୧(ଏସଏସନିୟୁଜ),ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ୭୨ ବର୍ଷ ବୟସରେ ଜଟଣୀ ସ୍ଥିତ ଘରେ ତାଙ୍କର ଦେହାନ୍ତ ହୋଇଛି।ଘରେ ବସି ଥିବାବେଳେ ହୃଦ୍‌ଘାତରେ ଟଳି ପଡ଼ିଥିଲେ ରାଜୁ ମିଶ୍ର। ସେ ଓଡ଼ିଆ ସହ ବିଭିନ୍ନ ଭାଷାରେ ଅନେକ ସୁପର ହିଟ୍ ଫିଲ୍ମରେ ନିର୍ଦ୍ଦେଶନା ଦେଇଥିଲେ । ଓଡ଼ିଆ ଚଳଚ୍ଚିତ୍ର ଉଲକା ଫିଲ୍ଲ ଥିଲା ତାଙ୍କ ପ୍ରଥମ ନିର୍ଦ୍ଦେଶନା । ଚକା ଆଖି ସବୁ ଦେଖୁଛି’, ‘ପୁଅ ମୋର କଳା ଠାକୁର’, ‘ସାଗର ଗଙ୍ଗା, ‘ରୂପା ଗାଁର ସୁନା କନିଆଁ’, ‘ସତ ମିଛ’ ଭଳି ବହୁ ସିନେମାରେ ସେ ନିର୍ଦ୍ଦେଶନା ଦେଇଥିଲେ ।ତାଙ୍କ ବିୟୋଗରେ ଓଲିଉଡରେ ଶୋଖରେ ଛାୟା ଖେଳିଯାଇଛି ।

 

Leave A Reply

Your email address will not be published.