ସରିଲା ଛତିଶା ନିଯୋଗ ବୈଠକ

0 253

ପୁରୀ,୨୫/୫(ଏସଏସନିଉଜ)ରଥଯାତ୍ରା ନେଇ ସରିଲା ଛତିଶା ନିଯୋଗ ବୈଠକ ।ଏଥିରେ ରଥଯାତ୍ରା ଓ ସ୍ନାନଯାତ୍ରା ପାଇଁ ବ୍ୟବସ୍ଥାବଳୀ ନିର୍ଦ୍ଧାରଣ କରାଗଲା । ସେବାୟତ ମାନେ ଆଚରଣ ଓ ଉଚାରଣ ଉପରେ ମଧ୍ୟ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ୧୫ ଦିନ ଧରି ଅଣସର ଘରେ ଶ୍ରୀଜିଉ ରହିବେ । ସ୍ନାନଯାତ୍ରାରେ ମହାପ୍ରଭୁଙ୍କୁ ଅତି ନିକଟରୁ ଦର୍ଶନ ପାଇଁ ସୁଯୋଗ ମିଳିବ । ୩ ଘଣ୍ଟା ଧରି ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଭକ୍ତ । ଦର୍ଶନ ସମୟରେ ଠାକୁରଙ୍କ ଆଗରେ ରହିବେ ନାହିଁ ସେବାୟତ ବୋଲି ନିଷ୍ପତି ହୋଇଛି।

Leave A Reply

Your email address will not be published.