ସରିଲା ଯୁକ୍ତଦୁଇ ଖାତା ଦେଖା

ଭୁବନେଶ୍ଵର,୧।୫(ଏସଏସନିୟୁଜ)ସୁରୁଖୁରୁରେ ସରିଲା ଯୁକ୍ତ ଦୁଇ ଖାତା ଦେଖା।ଯୁକ୍ତଦୁଇ କଳା, ବିଜ୍ଞାନ,ବାଣିଜ୍ୟ ଖାତା ଦେଖା ସରିଛି।ପରୀକ୍ଷା ଦେଇଥିଲେ ୩ ଲକ୍ଷ ୯୩ ହଜାର ୮୧୬ ପରୀକ୍ଷାର୍ଥୀ।
ଚଳିତମାସ ଦ୍ବିତୀୟ ସପ୍ତାହରେ ପ୍ରକାଶ ପାଇପାରେ ରେଜଲ୍ଟ।

- Advertisement -

Leave A Reply

Your email address will not be published.