ସେବକଙ୍କ ଖଟଣି ରୋଷଘରୁ ଚୋରି

0 253

ସାକ୍ଷୀଗୋପାଳ, ୨୫/୭(ଏସଏସନିୟୁଜ) ସାକ୍ଷୀଗୋପାଳ ମନ୍ଦିର ପରିସରରେ ଥିବା ସେବାୟତଙ୍କ ଖଟଣି ରୋଷଘରୁଗତକାଲି ଚୋରି ହୋଇଛି । ରୋଷଘର କବାଟ କୁନ୍ଦା ଭାଙ୍ଗି ୧ ଗୋଟି ଲୁହା କରେଇ ,୨ ଗୋଟି ପିତ୍ତଳ ଥାଳି ଓ ୬ ଗୋଟି ସିଲଭର ଥାଳି ଦୁର୍ବୃତ୍ତ ମାନେ ଚୋରି କରିନେଇଥିବାର ଜଣାପଡିଛି ।ଏବିଷୟରେ ସେବାୟତ ମାନଙ୍କ ତରଫରୁ ମନ୍ଦିର ସୁପରଭାଇଜର, କାର‌୍ୟ୍ୟନିର୍ବାହୀ ଅଧିକାରୀଙ୍କୁ ଅବଗତ କରାଯାଇଛି ।

Leave A Reply

Your email address will not be published.