ଶ୍ରୀମନ୍ଦିର ସପ୍ତାହକୁ ୨ ଦିନ ବନ୍ଦ ରହିବ

0 271

ପୁରୀ,୧୬/୪(ଏସଏସନିୟୁଜ)ପ୍ରତି ଶନିବାର ଓ ରବିବାର ଶ୍ରୀମନ୍ଦିର ଦୁଇ ଦିନ ଭକ୍ତଙ୍କ ପାଇଁ ବନ୍ଦ ରହିବା ସହ ମହାପ୍ରଭୁଙ୍କୁ ଦର୍ଶନ ସାଧାରଣଲୋକ କରିଡପାରିବେନାହିଁ । କରୋନା ସଂକ୍ରମଣ ବଢୁଥିବା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯିବାସହ ଏହି କଟକଣା ଆସନ୍ତା ୨୪ ତାରିଖଠାରୁ ଲାଗୁ ହେବ ବୋଲି ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାରଙ୍କ ଅଧକ୍ଷତାରେ ଅନୁଷ୍ଠିତ ଛତିଶା ନିଯୋଗ ଭର୍ଚୁଆଲ୍ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଆଗରୁ ପ୍ରତି ରବିବାର ଶ୍ରୀମନ୍ଦିରକୁ ସାନିଟାଇଜେସନ୍ ପାଇଁ ବନ୍ଦ ରଖବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ହୋଇଥିଲା। ଏବେ କେବଳ ରବିବାର ନୁହେଁ ବରଂ ଶନିବାର ମଧ୍ୟ ପ୍ରଶାସନ ପକ୍ଷରୁ ମନ୍ଦିର ବନ୍ଦ କରିବାକୁ ନିଷ୍ପତ୍ତି ହେବା ସହ ଦର୍ଶନ କରିବାକୁଯ୍‌ିବାକୁ ପଡିଲେ କରୋନା ନିୟମମାନିବାକୁ ଭକ୍ତମାନଙ୍କୁ ପଡବ ବୋଲି କୁହାଯାଇଛି ।

Leave A Reply

Your email address will not be published.