ଶୀତ ଋତୁ ହେବ ଯନ୍ତ୍ରଣା ଦାୟକ

0 639

ଖବର ଆଜି ସକାଳର,ତାରିଖ ୧୮/୦୯/୨୦ ଶୁକ୍ରବାର
୧-ବନ୍ୟା କ୍ଷୟକ୍ଷତି: ୧୧୦୦ କୋଟି ସହାୟତା ଲୋଡ଼ିଲେ ରାଜ୍ୟ ସରକାର।
୨-ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ ! ରେଳ ଟିକେଟ୍ ହେବ ମହଙ୍ଗା, ବିମାନ ବନ୍ଦର ଭଳି ଷ୍ଟେସନରେ ଦେବାକୁ ହେବ ୟୁଜର ଚାର୍ଜ।
୩-୭୦ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରପତିଙ୍କ ସମେତ ବିଶିଷ୍ଟ ବ୍ୟକ୍ତି ଜଣାଇଲେ ଶୁଭେଛା : ଟ୍ୱିଟ କରି ଶୁଭେଚ୍ଛା ଜଣାଇଲେ ରାହୁଲ ଗାନ୍ଧୀ , ୟୁକେ ପ୍ରଧାନମନ୍ତ୍ରୀ, ଜର୍ମାନ ଚାନସେଲର ବି ଜଣାଇଲେ ଶୁଭେଚ୍ଛା।
୪-ରାଜ୍ୟରେ ହଜାରେ କରୋନା ଆକ୍ରାନ୍ତଙ୍କୁ ପ୍ଲାଜମା ଥେରାପିରେ ଚିକିତ୍ସା
୫–ଗଲ୍ଫ ଚୁକ୍ତି’ ଲାଗି ନୋବେଲ୍ ନିମନ୍ତେ ସୁପାରିଶ୍ ହେଲା ବେଞ୍ଜାମିନ୍ ନେତାନ୍ୟାହୁଙ୍କ ନା ।
୬-ସାବାଡ଼ ହେବେ କୋଭିଡ ନିୟମ ଉଲ୍ଲଂଘନକାରୀ, ଭୁବନେଶ୍ୱର-କଟକରେ ମୁତୟନ ହେବେ ଏନଫୋର୍ସମେଣ୍ଟ ଟିମ: ଡିଜିପି।
୭-ଆସନ୍ତା ୨୦ ତାରିଖରେ ଆସୁଛି ଆଉ ଏକ ଲଘୁଚାପ,ବର୍ଷା ସମ୍ଭାବନା।
୮-ମଦ୍ୟପାନଜନିତ ଦୁର୍ଘଟଣା; ପ୍ରଥମରେ ଉତ୍ତରପ୍ରଦେଶ, ଦ୍ବିତୀୟରେ ଓଡ଼ିଶା।
୯-ଭାରତ ସରକାର ଓ ଶତାଧିକ ବିଦେଶୀ କମ୍ପାନିଙ୍କ କମ୍ପ୍ୟୁଟର୍ ହ୍ୟାକ୍ କରି ତଥ୍ୟ ଚୋରାଇଥିବା ୫ ଚୀନ୍ ନାଗରିକଙ୍କୁ ଅଭିଯୁକ୍ତ କଲା ଆମେରିକା।
୧୦-କିଟ୍‍ ବିଶ୍ୱବିଦ୍ୟାଳୟକୁ ମିଳିଲା ’ଉତ୍କୃଷ୍ଟ ସଂସ୍ଥାନ ବିଶ୍ୱକର୍ମା ପୁରସ୍କାର’।
୧୧-କୋଭିଡ ସମୟରେ ଚାକିରୀ ହରାଇଥିବା ବ୍ୟକ୍ତିଙ୍କୁ ମିଳିବ କ୍ଷତିପୂରଣ, ଆବେଦନ ପାଇଁ ନିର୍ଦ୍ଦେଶନାମା ଜାରୀ।
୧୨-ICC ODI Rankings : ଶୀର୍ଷ-୨ରେ କୋହଲି ଓ ରୋହିତଙ୍କ ରାଜୁତି, ବୋଲିଂରେ ବୁମରା ଦ୍ଵିତୀୟରେ।
୧୩-ଆସନ୍ତା ବର୍ଷ ପ୍ରାରମ୍ଭରେ ଦେଶରେ ଉପଲବ୍ଧ ହେବ କୋଭିଡ-୧୯ ଟିକା : ହର୍ଷ ବର୍ଦ୍ଧନ।
୧୪-ୟୁଟୁବ ଲଞ୍ଚ କରିବ ସର୍ଟ ଭିଡିଓ ଆପ୍ : ଟିକଟକ୍ ଭଳି କରିପାରିବେ ଭିଡିଓ।
୧୫-କେନ୍ଦ୍ରର ନୂତନ କୃଷି ଚିଠାକୁ ବିରୋଧ କରି ଇସ୍ତଫା ଦେଲେ କେନ୍ଦ୍ରମନ୍ତ୍ରୀ ହରସିମରାତ ବାଦଲ।
୧୬-ଏଥର ସେନା ଲାଗି ଶୀତ ଋତୁ ହେବ ଯନ୍ତ୍ରଣା ଦାୟକ, ଥଣ୍ଡା ସତ୍ତ୍ୱେ ଲଦ୍ଦାଖ ଫରୱାର୍ଡ ପୋଷ୍ଟରେ ପହରା ଦେବେ ସୈନିକ।
୧୭-୨୦୨୫ ମାର୍ଚ୍ଚ ମାସ ସୁଦ୍ଧା ଦେଶରେ ଜନଔଷଧି କେନ୍ଦ୍ର ସଂଖ୍ୟାକୁ ୧୦, ୫୦୦କୁ ବୃଦ୍ଧି କରିବା ସରକାରଙ୍କ ଲକ୍ଷ୍ୟ।
୧୮-ସେପ୍ଟେମ୍ବର ୨୮ରେ କୋର୍ଟରେ ହାଜର ହେବେ ସଲମାନ ଖାନ।

Leave A Reply

Your email address will not be published.