ସୋମବାର ମନ୍ତ୍ରିମଣ୍ଡଳର ପୁନର୍ଗଠନ!

0 102

ଭୁବନେଶ୍ବର,୨୦ା୫(ଏସଏସନିଉଜ) ସୋମବାର ହୋଇପାରେ ରାଜ୍ୟ ମନ୍ତ୍ରିମଣ୍ଡଳର ପୁନର୍ଗଠନ। ଗସ୍ତ ସାରି ରାଜ୍ୟପାଳ କାଲି ଓଡ଼ିଶା ଫେରୁଥିବା ସୂଚନ ମିଳିଛି ।ଆସନ୍ତା ମେ ୨୨ରେ ରାଜ୍ୟରେ ହୋଇପାରେ ନୂଆମନ୍ତ୍ରୀ ମଣ୍ଡଳ ପୁନର୍ଗଠନ ।ସକାଳ ୯:୩୦ରେ ଶପଥ ନେବେ ନୂଆମନ୍ତ୍ରୀ । ଲୋକସେବା ଭବନର କନଭେନସନ୍ ହଲ୍‌ରେ ହେବ ଶପଥ ଗ୍ରହଣ ଉତ୍ସବ ।ଏବେ ଖାଲି ରହିଛି ୩ଟି ମନ୍ତ୍ରୀପଦ ।ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଇଥିଲେ ସମୀର ଦାସ ଓ ଶ୍ରୀକାନ୍ତ ସାହୁ ।ମନ୍ତ୍ରୀପଦ ସହ ବାଚସ୍ପତି ପଦ ପାଇଁ ଏବେଠାରୁ ନେତାମାନଙ୍କ ମଦ୍ୟରେ ଦୈାଡ ଆରମ୍ଭ ହୋଇଯାଇଥିବାର ଜଣାପଡିଛି ।

 

 

Leave A Reply

Your email address will not be published.