ଶ୍ରୀରାମଲୀଳା ମଣ୍ଡପର ହେଲା ଭୁମିପୁଜା 

0 201

ବାରଙ୍ଗ,୨୨/୫(ଏସଏସନିୟୁଜ) ବାରଙ୍ଗଅଂଚଳର ଅଗ୍ରଣୀ ରାମଳିଳା ଅନୁଷ୍ଠାନ ମଧୁପୁରର ଶ୍ରୀଶ୍ରୀସୀତାକାନ୍ତ ରାମଳୀଳାସମିତି ପାଇଁ ମଧୁପୁର ଗ୍ରାମ୍ୟକମିଟି ତରଫରୁ ରବିବାର ସକାଳେ ଶ୍ରୀରାମଲୀଳା ମଣ୍ଡପର ଭୁମିପୁଜା ଉସ୍‌ବ ଅନୁଷ୍ଠିତହୋଇଯାଇଛି ।ଏହି ଭୁମିପୁଜା ଉସ୍‌ବରେ ଗାଁର ମୁରବୀମାନେ ଯୋଗଦେଇଥିଲେ ।ଭାସ୍କର ଚନ୍ଦ୍ର ପ୍ରଧାନ କର୍ତା

ରୂପେ ଯୋଗଦେଇ ପୂଜର୍ଜନା କରିଥିଲେ।ସନ୍ଧ୍ୟାରେ ଗ୍ରାମ୍ୟକମିଟି ତରଫରୁ ରାମଳୀଳାସମିତିର ଯୁବକମାନଙ୍କଦ୍ୱାରା ଗ୍ରାମବାସୀ ମାନଙ୍କ ପାଇଁ ପ୍ରସାଦସେବନର ବ୍ୟବସ୍ଥା କରିଥିଲେ ।ଏଥିରେ ବହୁ ଲୋକପ୍ରତିନିଧିମାନଙ୍କ ସହ ଆଖପାଖ ଗାଁର ବହୁ ମୁରବୀମାନେ ଯୋଗଦଇଥିଲେ ।ସନ୍ଧ୍ୟା ସମୟରେ ଗ୍ରାମର ଯୁବକମାନଙ୍କ ଦ୍ୱାରା ସଂକୀର୍ତ୍ତନ ମଧ୍ୟ ହୋଇଥିଲା ।

Leave A Reply

Your email address will not be published.