STF ପଞ୍ଝାରେ ହାତୀଦାନ୍ତ ଓ ବାଘଛାଲ ବେପାରୀ

0 201

ଭୁବନେଶ୍ବର,୮/୨(ଏସଏସନିୟୁଜ) କ୍ରାଇମବ୍ରାଞ୍ଚ ଏସଟିଏଫ ପଞ୍ଝାରେ ପଡିଛି ହାତୀ ଦାନ୍ତ ଓ ବାଘ ଛାଲ ବେପାରୀ ।ମୟୁରଭଞ୍ଜ କରଞ୍ଜିଆରୁ ୩ ବେପାରୀଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ । ଗିରଫ ବେପାରୀ ହେଲେ ଚନ୍ଦ୍ରକାନ୍ତ ଧଳ, ମଳୟ କୁମାର ରାଉତ ଏବଂ ଶେଖ୍ ହସମତ ଅଲି । ସେମାନଙ୍କ ନିକଟରୁ ୨ଟି ହାତୀ ଦାନ୍ତ ଓ ଗୋଟିଏ ବାଘ ଛାଲ ଜବତ କରିଛି ଏସଟିଏଫ ଟିମ୍ ।ଏମାନଙ୍କୁ କେନ୍ଦୁଝର ଆରଟିଓ ଅଫିସ କଡରୁ ଗିରଫ କରାଯାଇଛି ।

Leave A Reply

Your email address will not be published.