ଶୁକ୍ରବାରଦିନ ବିଧାନସଭା ବଜେଟ ଅଧିବେସନ

0 237

ଭୁବନେଶ୍ୱର,୧୩/୨(ଏସ୍‌ଏସ୍‌ନିୟୁଜ) ଶୁକ୍ରବାରଦିନ ବିଧାନସଭା ବଜେଟ ଅଧିବେସନ ଆରମ୍ଭ ହେବାକୁ ଯାଉଛି ।୨୦୨୦-୨୧ବର୍ଷ ପାଇଁ ଆର୍ଥିକ ବଜେଟ ଅର୍ଥମନ୍ତ୍ରୀ ନିରଞନପୁଜାରୀ ଉପସ୍ଥାପନ କରବେ ।ଏହା ଦୁଇଟି ପର୍ଯ୍ୟାୟରେ ୩୧ଦିନ ଧରି ଚାଲିବ । ଅଧିବେଶନ କାଳରେ ବହୁ ଗୁରୁତ୍ୱପୁର୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ । ବିଭିର୍ଣ ପ୍ରସଙ୍ଗ ଉପରେ ବିରୋଧି ଓ ଶାସକ ଦଳ ମଧ୍ୟରେ ମୁହଁମୁହିଁ ପରିସ୍ଥିତି ଉପୁଜିବାକୁ ଥିବାରୁ ବାଚସ୍ପତି ସୁର୍ଯ୍ୟନାରାୟଣ ପାତ୍ର ସର୍ବଦଳୀୟ ବୈଠକ ଡାକି ଗୃହ ସୁରୁଖୁରୁରେ ଚାଲିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ଆରପଟେ ବିଜୁଜନତାଦଳର ବିଧାୟକଦଳର ବୈଠକ ମୁଖ୍ୟମନ୍ତ୍ରୀଙ୍କ ଅଧକ୍ଷତାରେ ହୋଇଥିବାବେଳେ ବିଜେପି ଓ କଂଗ୍ରେସର ବିଧାୟକ ଦଳର ବୈଠକ ପୃଥକପୃଥକ ଭାବେ ହୋଇ ରଣନିତୀ ପ୍ରସ୍ତୁତ ହୋଇଥିବାର ଜଣାପଡିଛି ।

Leave A Reply

Your email address will not be published.