୧୩ରୁ ରେଡିଓ ମେଳା

0 693

ଭୁବନେଶ୍ୱର,୧୨/୨(ଏସ୍‌ଏସ୍‌ନିୟୁଜ) ଭଞକଳାମଣ୍ଡପରେ ଆସନ୍ତା ୧୩ ଓ ୧୪ତାରିଖ ଦୁଇଦିନ ଧରି ଷଷ୍ଠଆନ୍ତର୍ଜାତୀୟରେଡିଓମେଳା ଅନୁଷ୍ଠିତ ହେବ । ଦେଶର ଏକମାତ୍ର ରେଡିଓ ମେଳାରେ ଦେଶବିଦେଶ ର ବହୁ ରେଡିଓ ଷ୍ଟେସନ ଏଥିରେ ସାମିଲ ହେବେ । ମେଳାରେ ନୁଆ ଓ ପୁରୁଣା ରେଡିଓ ପଦର୍ଶନୀ ହେବ ।ତ୍ରିପୁରା.ଆସାମ,ପଶ୍ଚିମବଙ୍ଗ,ବିହାର,ମଧ୍ୟପ୍ରଦେଶ,ମହାରଷ୍ଟ୍ର,ଉତରପ୍ରଦେଶ ସହିତ ଭାରତୀୟ ରେଡିଓଚ୍ୟାନେଲ ମଧ୍ୟ ନିଜର ଷ୍ଟଲ ଖୋଲିବ ।ଏହାସହ ଆମେରିକା,ଜାପାନ,ବାଂଲାଦେଶର ରେଡିଓ ଷ୍ଟେସନ ମଧ୍ୟ ସାମଲ ହେବ । ପିଲାମାନଙ୍କ ପ୍ରତିଭାର ବିକାଶ ପାଇଁ ନୃତ୍ୟ ,ସଙ୍ଗିତ.ଫ୍ୟାସନ ସା କୁ ନେଇ ହେବ ପ୍ରତିଯୋଗୀତା । ୬ଷ୍ଠଥରପାଇଁ ଆଉଟରିଚ ପକ୍ଷରୁ ଏହି ମେଳା ହେବ ବୋଲି ଆଉଟରିଚରର ମୁଖ୍ୟ ସୁବ୍ରତ କୁମାର ପତି କହିଛନ୍ତି ।

Leave A Reply

Your email address will not be published.