ମୋ ସରକାରରେ ସାମିଲ ହେଲା ପଂଚାୟତରାଜ ବିଭାଗ

0 241

ଭୁବନେଶ୍ୱର,୧୨/୨(ଏସ୍‌ଏସ୍‌ନିୟୁଜ)ସରକାରୀ ସୁବିଧା ସାଧାରଣ ଲୋକମାନଙ୍କ ପାଖରେ ପହଁଚିବା ସହ ସ୍ୱଛତା ବଜାୟ ରଖିବା ଲକ୍ଷରେ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ମୋ ସରକାର ଯୋଜନା । ମାର୍ଚ୍ଚ ସୁଦ୍ଧା ସବୁବିଭାଗକୁ ମୋ ସରକାର ଯୋଜନାରେ ସାମିଲ କରିବା ଲକ୍ଷରେ ରାଜ୍ୟସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ପୁଣି ସାମିଲ ହେଲା ମୋ ସରକାର ଯୋଜନାରେ ପଂଚାୟତରାଜ ବିଭାଗ । ଆଜି ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ଲୋକସଭା ଭବନରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହା ସହ ପାନୀୟଜଳ ବିଭାଗ ମୋ ସରକାରରେ ସାମିଲ ହୋଇଥିବାର ସୁଚନା ମିଳିଛି । ପୁର୍ବରୁ ୧୦ଟି ବିଭାଗ ମୋ ସରକାର ଯୋଜନାରେ ସାମିଲ ହୋଇଥିଲା ।

Leave A Reply

Your email address will not be published.