ସୁରଙ୍କୁ ନିରଞ୍ଜନଙ୍କ ନୋଟିସ୍

0 377

ଭୁବନେଶ୍ୱର ,୨୬/୪(ଏସଏସନିଉଜ) ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କୁ ନୋଟିସ ଜାରି କରିଛନ୍ତି । ଦଳର ଆଭ୍ୟନ୍ତରୀଣ ବ୍ୟାପାର ସମ୍ପର୍କରେ ମନ୍ତବ୍ୟ ଦେଇଥିବାରୁ ଜବାବ ତଲବ କରିଛନ୍ତି ପିସିସି ସଭାପତି । କିଏ ହେବେ ଓଡ଼ିଶା ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ନବୀନ ଏହାର ନିଷ୍ପତି ନିଅନ୍ତି ବୋଲି କଂଗ୍ରେସ ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ ଙ୍କର ଏଭଳି ବିସ୍ପୋରକ ମନ୍ତବ୍ୟ ରାଜ୍ୟ ରାଜନୀତିକୁ ହଇଚଇ କରି ଦେଇଥିଲା । ତେବେ କେଉଁ ଭଳି ପରିସ୍ଥିତିରେ ଏଭଳି ବୟାନ ଦେଲେ ସେ ଦେଇଛନ୍ତି ଉତ୍ତର ରଖିବାକୁ ନୋଟିସ୍ କୁହାଯାଇଛି ।

Leave A Reply

Your email address will not be published.