ସ୍ୱର୍ଣ୍ଣଜିତିଲେ ନୀରଜ କିଶୋର

0 90

ଭୁବନେଶ୍ୱର,୨୯।୮(ଏସଏସନିଉଜ)ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିଅନସିପ୍‌ରେ ସ୍ୱର୍ଣ୍ଣ ଜିତିଲେ ନୀରଜ ଚୋପ୍ରା।ପାକିସ୍ତାନ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇ ଜିତିଲେ ସ୍ୱର୍ଣ୍ଣପଦକ।ଜାଭଲିନରେ ୮୮.୧୭ ମିଟରକୁ ଥ୍ରୋ କରି ଜିତିଲେ ସ୍ୱର୍ଣ୍ଣ।ବିଶ୍ୱ ଆଥ୍‌ଲେଟିକ୍ସର ୪୦ ବର୍ଷ ଇତିହାସରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ।ଅଲିମ୍ପିକ୍ସ , ରାଜ୍ୟଗୋଷ୍ଠୀ , ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ପରେ ବିଶ୍ୱ କୀର୍ତ୍ତିମାନ।ପଞ୍ଚମସ୍ଥାନରେ ରହି ମନ ଜିଣିଲେ ଓଡ଼ିଆ ପୁଅ କିଶୋର ଜେନା।୮୪.୭୭ ମିଟର ସହ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କଲେ କିଶୋର।ଅନ୍ୟତମ ଭାରତୀୟ ଡିପି ମନୁ ୮୪.୧୪ ମିଟର ସହ ଷଷ୍ଠ ସ୍ଥାନ ଅଧିକାର କରିଛନ୍ତି।

Leave A Reply

Your email address will not be published.