ଭୁବନେଶ୍ୱର,୧୧।୮(ଏସଏସନିଉଜ)ଆତ୍ମହତ୍ୟା କଥା ଶୁଣି ଅଭିଯୋଗ ପ୍ରକୋଷ୍ଠରେ ତାଗିଦ କଲେ ମୁଖ୍ୟମନ୍ତ୍ରୀ।ଜଗବନ୍ଧୁ ପଣ୍ଡା ନାମକ ଜଣେ ଅଭିଯୋଗକାରୀଙ୍କ ଠାରୁ ଏପରି ଶୁଣି ତାଗିଦ କଲେ।
ଅଭିଯୋଗ କରିବାକୁ ଆସି କାହିଁକି ଏପରି କହୁଛନ୍ତି ବୋଲି ପଚାରିଲେ।ଅଭିଯୋଗ କରିବାକୁ ଆସିଛନ୍ତି, ନିଶ୍ଚିନ୍ତ ଶୁଣାଯିବ କହିଲେ ମୁଖ୍ୟମନ୍ତ୍ରୀ।ଯଦି ଆପଣଙ୍କ ଦାବି ଯାଥାର୍ଥ ଥିବ, ତାହେଲେ ହକ୍ ନିଶ୍ଚୟ ପାଇବ।ଅଭିଯୋଗ କରିବା ବେଳେ କହୁକହୁ କହିଦେଲି କହିଲେ ଅଭିଯୋଗକାରୀ।
Prev Post
Next Post
