ତହସିଲଦାରଙ୍କୁ ଖଣି ମାଫିଆଙ୍କ ଆକ୍ରମଣ ଘଟଣାରେ ୨ କୋର୍ଟ ଚାଲାଣ

0 202

ଜଟଣୀ,୩/୨(ଏସ ଏସ ନିଉଜ)୨୯ ତାରିଖ ଶନିବାର ରାତିରେ ତହସିଲଦାରଙ୍କୁ ଖଣି ମାଫିଆଙ୍କ ଆକ୍ରମଣ ହୋଇଥିବା ଘଟଣାରେ ଜଟଣୀ ପୁଲିସ ଏହିଥାନା ଅନ୍ତର୍ଗତ ବଡନୂଆଗାଁ ଅଞ୍ଚଳର ପିଣ୍ଟୁ ଓରଫ ହୃଦାନନ୍ଦ ମହାପାତ୍ର ଓ ବେଣାପଞ୍ଜରୀ ଗ୍ରାମର ରାଜୁ ଓରଫ ଏସକେ ଟିପୁସୁଲତାନକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।ତେବେ ଟିପୁ ନାମରେ ପୁର୍ବରୁ ଜଟଣୀଥାନାରେ ଅନେକ ମାମଲା ରହିଛି ।ତହସିଲଦାରଙ୍କୁ ଆକ୍ରମଣ ଘଟଣାରେ ଟିପୁସୁଲତାନ ସଂପୃକ୍ତ ରହିଥିବା ପୁଲିସ କହିଛି ।

Leave A Reply

Your email address will not be published.