ତହସିଲଦାରଙ୍କୁ ମାଡ଼

0 122

ବ୍ରହ୍ମପୁର,୬/୮(ଏସଏସନିଉଜ)ମଦଧରପଗଡ଼ ବେଳେ ତହସିଲଦାରଙ୍କୁ ମାଡ଼ ହୋଇଥିବାର ଅଭିଯୋଗ ହୋଇଛି ।ପାତ୍ରପୁର ତହସିଲଦାର ସମେତ ୩ ଜଣଙ୍କୁ ନିସ୍ତୁକ ମାଡ଼ ହୋଇଛି ।ବେଆଇନ୍ ମଦ କାରବାର ଅଭିଯୋଗରେ ଚଢ଼ାଉ ବେଳେ ଆକ୍ରମଣ ହୋଇଥିଲା ।ପାତ୍ରପୁର ବ୍ଲକ ଜରଡ଼ା ବୁଢ଼ିଘାଟିରେ ଗ୍ରାମବାସୀମାନେ ଆକ୍ରମଣ କରିଥିଲେ ।ଖବରପାଇ ପୋଲିସ ୩ ଜଣଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ସୁରଙ୍ଗି ହସ୍ପିଟାଲରେ ଭର୍ତ୍ତି କରିଛି ।

 

Leave A Reply

Your email address will not be published.