ସାଲେପୁର,୧୧/୧୧(ଏସଏସ ନିଉଜ)ଗ୍ୟାସ ଟାଙ୍କି ଫାଟି ଜଳିଗଲା ଅଙ୍ଗନବାଡି।ମାହାଙ୍ଗା ଲଳିତଗିରି ଗାଁ ଅଙ୍ଗନବାଡି କେନ୍ଦ୍ର ଜଳିଗଲା।ପାଚିକା ରୋଷେଇ କଲା ବେଳେ ହଠାତ୍ ନିଆଁ ଜଳି ଉଠିଥିଲା।ନିଆଁ ଜଳିବା ଦେଖି ପିଲାଙ୍କୁ ଘରୁ ବାହାରକୁ ନେଇଆସିଥିଲେ ସହାୟିକା।

Prev Post
Next Post