ଟାଟାମ୍ୟାଜିକ ସହ କାର ଧକ୍କା ,୩ଆହତ

0 307

ବାରଙ୍ଗ,୧୩/୧୨(ଏସ୍‌ଏସ୍‌ନିୟୁଜ)ତ୍ରିଶୁଳିଆଛକ ପାଖରେ ଥିବା ନେତାଜୀ ସୁବାଷଚନ୍ଦ୍ରବୋଷସେତୁ ଉପରେ ପ୍ରତ୍ୟେହ ଛୋଟବଡ ଦୁର୍ଘଟଣାମାନ ଘଟୁଛି । ବେପରୁୱା ଗାଡି ଚାଳନା ଏହାର ମୁଖ୍ୟ କାରଣ ହୋଇଥିବା ବେଳେ ରାସ୍ତା କଡରେ ବାଲିଜମିରହୁଥିବାରୁ ଦୁର୍ଘଟଣାର ଅନ୍ୟ ଏକ କାରଣ ବୋଲି ଜଣା ପଡିଛି । ରବିବାର ରାତିରେ ଏକ କାର ସହ ଟାଟାମ୍ୟାଜିକ ଧକ୍କା ହେବାରୁ ୩ଜଣ ଆହତ ହୋଇଥିବାର ଦେଖିବାକୁ ମିଳିଛି ।

Leave A Reply

Your email address will not be published.