ଠାକୁରାଣୀଙ୍କ ଗାଁ ବୁଲାକୁ ନେଇ ଉତେଜନା

0 160

ଗଞ୍ଜାମ, ୧୮/୧୧(ଏସଏସନିୟୁଜ) ଠାକୁରାଣୀଙ୍କ ଗାଁ ବୁଲାକୁ ନେଇ ହିଞ୍ଜିଳିକାଟୁ ଥାନା ଅର୍ନ୍ତଗତ ଜାନିନଗର ସାହି ଓ ଧୋବା ସାହି ଲୋକଙ୍କ ମଧ୍ୟରେ ବିବାଦ ଦେଖାଦେଇଛି ।ଖବରପାଇ ପୋଲିସ ଦୁଇ ପ୍ଲାଟୁନ ଫୋର୍ସ ନେଇ ଘଟଣାସ୍ଥଳରେ ପହଞ୍ଚିଛି ।ଆଙ୍କୋରଡା ଗାଁରେ ମା’ ମହୁରୀକାଳୁଆ ଯାତ୍ରା ଉଦଯାପନୀ ଉତ୍ସବରେ ଘଟ ଓ ପଟୁଆର ବୁଲିଥିଲା । ଜାନି ନଗର ସାହିରେ ଠାକୁରାଣୀ ପୂଜା ସରିବା ପରେ ଘଟ ପରିକ୍ରମା ପାଇଁ ବଡ ପଟୁଆର ବାହାରିଥିଲା । ଜାନି ନଗର ସାହି ବାସିନ୍ଦା ଘଟ ପରିକ୍ରମାରେ ଧୋବା ସାହି ବାସିନ୍ଦା ସାମିଲ ହୋଇପାରିବେ ନାହିଁ ବୋଲିକହିବାରୁ ଉତେଜନା ଦେଖାଦେଇଥିଲା

Leave A Reply

Your email address will not be published.