ଟ୍ରକ୍ ଆଗକୁ ଡେଇଁଲେ ମହିଳା

0 367

ନୟାଗଡ଼,୪/୫(ଏସ ଏସ ନିଉଜ)ନୟାଗଡ଼ ଟ୍ରାଫିକ ଛକରେ ଟ୍ରକ୍ ଆଗକୁ ଡେଇଁଲେ ମହିଳା।ଟ୍ରକ୍‌ ଆଗକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା କରିଥିବାର ଅଭିଯୋଗ ଭଳି ଅଭାବନୀୟ ଘଟଣା ଘଟିଛି।ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ବରଣ କରିଥିବାବେଳେ ପରିଚୟ ଜଣାପଡ଼ିନାହିଁ। ଖବର ପାଇ ଟାଉନ ଥାନା ପୋଲିସ
ଟ୍ରକ୍‌ କୁ ଜବତ କରିଛି ।

Leave A Reply

Your email address will not be published.