ଟ୍ରକ୍‌କୁ ପିଟିଲା କାର୍‌, ୪ମୃତ

0 147

ଖୋର୍ଦ୍ଧା,୧/୧୨(ଏସଏସନିଉଜ) ଜଙ୍କିଆଥାନାଅନ୍ତର୍ଗତ ବଡ଼ପୋଖରିଆ ନିକଟରେ ଆଜି ସକାଳେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟ୍ରକ୍‌କୁ କାର୍ ଧକ୍କା ଦେବା ଯୋଗୁ ୪ ଜଣଙ୍କ ମୃତ୍ୟୁ ହୋଇଛି। ଆଜି ଭୋର ସମୟରେ ଏନଏଚ-୧୬ରେ ଏହି ଦୁର୍ଘଟଣା ଘଟିଛି। କାର୍‌ଟି ଆନ୍ଧ୍ରପ୍ରଦେଶ ଆଡ଼ୁ ଆସୁଥିବା ବେଳେ ବଡ଼ପୋଖରିଆ ନିକଟ ଏନଏଚ-୧୬ରେ ଉପରେ ଛିଡ଼ା ହୋଇଥିବା ଟ୍ରକ୍‌କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ କାର୍‌ରେ ଥିବା ୨ ଜଣ ପୁରୁଷ ଓ ୨ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି ।

Leave A Reply

Your email address will not be published.