ଉଦ୍ଧାର ହେଲେ ନିଖୋଜ ନେତା

0 604

ଆସିକା,୧୭/୫(ଏସଏସ ନିଉଜ) ନିଖୋଜ ପୂର୍ବତନ ବିଧାୟକ ସରୋଜ ପାଢ଼ୀଙ୍କୁ ବ୍ରହ୍ମପୁରରୁ ଉଦ୍ଧାର କଲା କମିଶନରେଟ ପୋଲିସ ।ରାମେଶ୍ବରମରୁ ଆସି ବ୍ରହ୍ମପୁରରେ ଥିଲେ ସରୋଜ ପାଢ଼ୀ।ଉଦ୍ଧାର ନେଇ ସୂଚନା ଦେଲେ କ୍ୟାପିଟାଲ ଥାନା IIC ।
ଆସିକାର ପୂର୍ବତନ ବିଧାୟକ ସରୋଜ ପାଢ଼ୀଙ୍କୁ ଉଦ୍ଧାର ପରେ ବ୍ରହ୍ମପୁରରୁ ଭୁବନେଶ୍ବର ଅଣାଯାଉଥିବାର ଜଣାପଡିଛି ।

Leave A Reply

Your email address will not be published.