ଭୁବନେଶ୍ୱର,୬/୮(ଏସ ଏସ ନିଉଜ)ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି।ସଂସଦ ଭବନରେ ଆରମ୍ଭ ହେଲା ମତଦାନ।ସଂଧ୍ୟା ୫ଟା ଯାଏଁ ମତଦାନ ହେବାସହ ଆଜି ଫଳାଫଳ ଘୋଷଣା ହେବ।NDA ପ୍ରାର୍ଥୀ ଧନଖଡ଼ ଓ ବିରୋଧୀ ପ୍ରାର୍ଥୀ ଆଲ୍ଭାଙ୍କ ମଧ୍ୟରେ ଟକ୍କର ଚାଲିଛି।

Prev Post
Next Post