ଉସ୍ତପଲ୍ଲୀ ଗାଁରେ ହଇଜା ଆତଙ୍କ

ଗଞ୍ଜାମ,୬।୭(ଏସଏସନିଉଜ)ଦିଗପହଣ୍ଡି ଉସ୍ତପଲ୍ଲୀ ଗାଁରେ ହଇଜାର ଆତଙ୍କ ଦେଖାଦେଇଛି।ଯାହାଫଳରେ ଜଣଙ୍କର ମୃତ୍ୟୁ ଘଟିଥିବାର ଅଭିଯୋଗ ହୋଇଥିବା ବେଳେ ୧୫ଜଣ ଆକ୍ରାନ୍ତ ଥିବାର ଜଣାପଡିଛି।ଆଜି ଦିଗପହଣ୍ଡି ବ୍ଲକ ଏସ ଟିକରପଡା ପଂଚାୟତର ଉସ୍ତପଲ୍ଲୀଗ୍ରାମର ଦାସଶବର ନାମକ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି ।ଏହି ଗ୍ରାମର କୋଡିଏରୁ ଉର୍ଦ୍ଧ ଲୋକ ଆକ୍ରାନ୍ତ ହୋଇ ଦିଗପହଣ୍ଡି ମେଡିକାଲରେ ଚିକିଶ୍ଚିତ ହେଉଥିବାର ଜଣାପଡିଛି।ସେମାନଙ୍କ ମଧ୍ୟରୁ ଦଶ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

- Advertisement -

Leave A Reply

Your email address will not be published.