ଭିଜିଲାନ୍ସ ଜାଲରେ ଚିଲିକା ଡିଏଫଓ

0 252

ଭୁବନେଶ୍ୱର ,୧୦/୮(ଏସ ଏସ ନିୟୁଜ)  ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଚିଲିକା ଡିଏଫଓ ଆଲୋକ ରଞ୍ଜନ ହୋତା। ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲୁଗାଁ ସ୍ଥିତ ତାଙ୍କ ଅଫିସ ଓ ସରକାରୀ ବାସଭବନ ସହ ଭୁବନେଶ୍ୱର ଖଣ୍ଡଗିରି, ଡୁମଡୁମା, ଚନ୍ଦ୍ରଶେଖରପୁର ଘର ସମେତ ବିଭିର୍ଣ ସ୍ତନରେ ଭିଜିଲାନ୍ସ ଚଢ଼ଉ କରିଥିବା ସୂଚନା ମିଳିଛି।

Leave A Reply

Your email address will not be published.