ଭିଜିଲାନ୍ସ ଜାଲରେ ପୋଲିସ ASI

ପୁରୀ,୧୮।୬(ଏସଏସନିଉଜ)ଭିଜିଲାନ୍ସ ଜାଲରେ ପୁରୀ ଚନ୍ଦନପୁର ଥାନା ପୋଲିସ ASI।ପୁରୀ ଚନ୍ଦନପୁର ASI ପ୍ରଭାତ କୁମାର ପ୍ରଧାନ ଧରାପଡ଼ିଲେ।୧୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ।ଜମି ବିବାଦର ସମାଧାନ ପାଇଁ ଲାଞ୍ଚ ନେବାବେଳେ ଧରାପଡ଼ିଲେ।

- Advertisement -

Leave A Reply

Your email address will not be published.