ବିଷ ପିଇଲା ସାନଭାଇ

0 120

ବଲାଙ୍ଗିର,୨୮/୭(ଏସ ଏସ ନିଉଜ) ବଡ଼ଭାଇର ମୃତ୍ୟୁ ଖବର ଶୁଣି ବିଷ ପିଇଲା ସାନଭାଇ। ବେଲପଡ଼ା ଥାନା କୁମ୍ଭାରଖାନ୍ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । କାଲି ଛେଲିଆମାଲ ଡ୍ୟାମକୁ ମାଛ ଧରିବାକୁ ଯାଇ ନିଖୋଜ ହୋଇଥିଲେ ଯୁବକ ।ଆଜି ମୃତଦେହ ମିଳିବା ପରେ ୧୪ ବର୍ଷୀୟ ସାନଭାଇ ବିଷ ପିଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.