ଆସିଲା ବିଧାନସଭା ର କରୋନା ଟେଷ୍ଟ ରିପୋର୍ଟ

0 2,818

ଭୁବନେଶ୍ୱର,୨୭/୯(ଏସ ଏସ ନିୟୁଜ )ଆସନ୍ତା ୨୯ ତାରିଖରୁ ରାଜ୍ୟରେ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ ହେବାକୁ ଯାଉଛି। ବିଧାନସଭା ଅଧିବେଶନ ପୂର୍ବରୁ ଶୁକ୍ରବାର ଦିନ ମନ୍ତ୍ରୀ,ବିଧାୟକ ,ବିଧାନସଭା କର୍ମଚାରୀ ଓ ସୁରକ୍ଷା କର୍ମଚାରୀଙ୍କ କୋଭିଡ ଟେଷ୍ଟ ପାଇ ନମୁନା ସଂଗ୍ରହ କରାଯାଇଥିଲା । ସମୁଦାଯ ଟେଷ୍ଟ ହୋଇଥିବା ୭୫୭ ଜଣଙ୍କ ମଧ୍ୟରୁ ୧୩୬ ଜଣଙ୍କର ରିପୋର୍ଟ ପଜିଟିଭ୍ ଆସିଛି। ସେଥିମଧ୍ୟରେ ୨ ବିଧାୟକ, ସାମ୍ବାଦିକ ଓ ବିଧାନସଭା କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଛି ।ଏମାନଙ୍କ ମଧ୍ୟରେ ଦେବୀ ମିଶ୍ର ଓ ପ୍ରମିଳା ମଲ୍ଲିକଙ୍କର ପଜିଟିଭ୍ ରିପୋର୍ଟ ଆସିଥିବାର ଜଣାପଡିଛି ।

Leave A Reply

Your email address will not be published.