ଆସିଲା ସମୁଦ୍ର କୌସ୍ତୁଭ

0 75

ପାରାଦ୍ଵୀପ,୨୫।୧୦(ଏସଏସ ନିଉଜ)ପାରାଦ୍ଵୀପ ବନ୍ଦରକୁ ଆସୁଲା କୋଷ୍ଟଗାର୍ଡ ଜାହାଜ ଆଇଏନଏସ ଅମୋଘ ।ଜାହାଜକୁ ରଶିଦ୍ବାରା ଟାଣିଟାଣି ପାରାଦ୍ଵୀପ ବନ୍ଦରକୁ ଅଣାଯାଇଛି। ସନ୍ଧ୍ୟାସୁଦ୍ଧା ଉକ୍ତ ଜାହାଜ ପାରାଦ୍ଵୀପ ବନ୍ଦରରେ ପହଞ୍ଚିବବୋଲି ସୂଚନା ମିଳିଛି।ଉକ୍ତ ଜାହାଜରେ ଥିବା ସମସ୍ତ ୨୫ଜଣ ସଦସ୍ୟଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବା ସୂଚନା ମିଳିଛି।ଇଞ୍ଜିନରେ ରଶି ଗୁଡେଇ ହୋଇଯିବାରୁ ସମୁଦ୍ର ମଝିରେ ଫସିଯାଇଥିଲା ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ଜାହାଜ ସମୁଦ୍ର କୌସ୍ତୁଭ। ପାରାଦ୍ଵୀପ ଠାରୁ ୩୫ ନଟିକାଲ ମାଇଲ ଦୂରରେ ରହୁଥିଲା।ଫଳରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ପ୍ରଭାବରେ ଜାହାଜଟି ଦିଶାହୀନ ହୋଇ ଭାସୁଥିଲା।

Leave A Reply

Your email address will not be published.